or_tn/rev/05/09.md

20 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# For you were slaughtered
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ସେମାନେ ତୁମ୍ଭକୁ ହତ୍ୟା କରିଥିଲେ” କିମ୍ବା “କାରଣ ଲୋକମାନେ ତୁମ୍ଭକୁ ବଧ କରିଥିଲେ” (ଦେଖ: [[rc://*/ta/man/translate/figs-activepassive]])
# slaughtered
ଯଦି ତୁମ ଭାଷାରେ ବଳିଦାନ ନିମନ୍ତେ କୌଣସି ପଶୁକୁ ବଧ କରିବା ପାଇଁ ସେପରି କିଛି ଶବ୍ଦ ଅଛି, ଏଠାରେ ତାହା ବ୍ୟବହାର କରିବାକୁ ଚିନ୍ତା କର I
# with your blood
ଯେହେତୁ ରକ୍ତ ଜଣେ ବ୍ୟକ୍ତିର ଜୀବନକୁ ବୁଝାଏ, ରକ୍ତପାତ ମୃତ୍ୟୁଭୋଗକୁ ବୁଝାଏ I ଏହା ସମ୍ଭବତଃ “ତୁମ୍ଭର ମୃତ୍ୟୁ ଦ୍ବାରା” କିମ୍ବା “ମୃତ୍ୟୁଭୋଗ କରିବା ଦ୍ବାରା” ଅର୍ଥ ପ୍ରକାଶ କରେ I (ଦେଖ: [[rc://*/ta/man/translate/figs-metonymy]])
# you purchased people for God
ତୁମ୍ଭେ ଲୋକମାନଙ୍କୁ କ୍ରୟ କଲ ଯେହେତୁ ସେମାନେ ଈଶ୍ବରଙ୍କର ହୋଇ ପାରିବେ କିମ୍ବା “ତୁମ୍ଭେ ମୂଲ୍ୟ ପରିଶୋଧ କଲ, ଯେପରି ଲୋକମାନେ ଈଶ୍ବରଙ୍କର ହୋଇ ପାରିବେ”
# from every tribe, language, people, and nation
ଏହାର ଅର୍ଥ ଯେ ସବୁ ଗୋଷ୍ଠୀର ଲୋକମାନେ ଅନ୍ତର୍ଭୁକ୍ତ ଅଟନ୍ତି I