or_tn/rev/13/07.md

8 lines
680 B
Markdown
Raw Permalink Normal View History

2020-11-19 00:15:53 +00:00
# authority was given to it
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ପଶୁକୁ କ୍ଷମତା ଦେଲେ” (ଦେଖ:[[rc://*/ta/man/translate/figs-activepassive]])
# every tribe, people, language, and nation
ଏହାର ଅର୍ଥ ଯେ ସବୁ ଗୋଷ୍ଠୀର ଲୋକମାନେ ଅନ୍ତର୍ଭୁକ୍ତ ଅଟନ୍ତି I ଦେଖ ତୁମେ ଏହିପରି ତାଲିକାକୁ କିପରି [ପ୍ରକାଶିତ ବାକ୍ୟ ୫:୯](../05/09.md)ରେ ଅନୁବାଦ କରିଅଛ I