or_tn/rev/05/01.md

895 B
Raw Permalink Blame History

Connecting Statement:

ଯୋହନ ଈଶ୍ବରଙ୍କ ସିଂହାସନ ବିଷୟକ ଆପଣା ଦର୍ଶନରେ ଯାହା ଦେଖିଲେ, ତାହା ବର୍ଣ୍ଣନା କରିବାରେ ଲାଗିଛନ୍ତି I

Then I saw

ସେହି ସମସ୍ତ ବିଷୟ ମୁ ଦେଖିଲା ପରେ, ମୁଁ ଦେଖିଲି

the one who was seated on the throne

ଏ ସେହି “ଏକା ବ୍ୟକ୍ତି” ଯେପରି ପ୍ରକାଶିତ ୪:-୩ରେ ଉଲ୍ଲେଖ ଅଛି I

a scroll written on the front and on the back

ଆଗ ଓ ପଛ ପାର୍ଶ୍ବରେ ଲେଖାଥିବା ଏକ ନଳାକାର ପୁସ୍ତକ

sealed with seven seals

ଓ ଏହା ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ କରାଯାଇ ଥିଲା