or_tn/rev/05/01.md

20 lines
895 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୋହନ ଈଶ୍ବରଙ୍କ ସିଂହାସନ ବିଷୟକ ଆପଣା ଦର୍ଶନରେ ଯାହା ଦେଖିଲେ, ତାହା ବର୍ଣ୍ଣନା କରିବାରେ ଲାଗିଛନ୍ତି I
# Then I saw
ସେହି ସମସ୍ତ ବିଷୟ ମୁ ଦେଖିଲା ପରେ, ମୁଁ ଦେଖିଲି
# the one who was seated on the throne
ଏ ସେହି “ଏକା ବ୍ୟକ୍ତି” ଯେପରି [ପ୍ରକାଶିତ ୪:-୩](../04/02.md)ରେ ଉଲ୍ଲେଖ ଅଛି I
# a scroll written on the front and on the back
ଆଗ ଓ ପଛ ପାର୍ଶ୍ବରେ ଲେଖାଥିବା ଏକ ନଳାକାର ପୁସ୍ତକ
# sealed with seven seals
ଓ ଏହା ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ କରାଯାଇ ଥିଲା