# Connecting Statement: ଯୋହନ ଈଶ୍ବରଙ୍କ ସିଂହାସନ ବିଷୟକ ଆପଣା ଦର୍ଶନରେ ଯାହା ଦେଖିଲେ, ତାହା ବର୍ଣ୍ଣନା କରିବାରେ ଲାଗିଛନ୍ତି I # Then I saw ସେହି ସମସ୍ତ ବିଷୟ ମୁ ଦେଖିଲା ପରେ, ମୁଁ ଦେଖିଲି # the one who was seated on the throne ଏ ସେହି “ଏକା ବ୍ୟକ୍ତି” ଯେପରି [ପ୍ରକାଶିତ ୪:୨-୩](../04/02.md)ରେ ଉଲ୍ଲେଖ ଅଛି I # a scroll written on the front and on the back ଆଗ ଓ ପଛ ପାର୍ଶ୍ବରେ ଲେଖାଥିବା ଏକ ନଳାକାର ପୁସ୍ତକ # sealed with seven seals ଓ ଏହା ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ କରାଯାଇ ଥିଲା