or_tn/rev/04/02.md

688 B

I was in the Spirit

ଈଶ୍ବରଙ୍କ ଆତ୍ମାଙ୍କ ଦ୍ବାରା ଚାଳିତ ହେବା ବିଷୟକୁ ଯୋହନ ଏପରି କହୁଛନ୍ତି ଯେପରି ସେ ଆତ୍ମାରେ ଅଛନ୍ତି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୧୦ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ମୁଁ ଆତ୍ମାଙ୍କ ଦ୍ବାରା ଚାଳିତ ହେଲି” କିମ୍ବା “ଆତ୍ମା ମୋତେ ଚାଳିତ କଲେ” (ଦେଖ: rc://*/ta/man/translate/figs-idiom)