or_tn/rev/04/02.md

4 lines
688 B
Markdown

# I was in the Spirit
ଈଶ୍ବରଙ୍କ ଆତ୍ମାଙ୍କ ଦ୍ବାରା ଚାଳିତ ହେବା ବିଷୟକୁ ଯୋହନ ଏପରି କହୁଛନ୍ତି ଯେପରି ସେ ଆତ୍ମାରେ ଅଛନ୍ତି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧:୧୦](../01/10.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ମୁଁ ଆତ୍ମାଙ୍କ ଦ୍ବାରା ଚାଳିତ ହେଲି” କିମ୍ବା “ଆତ୍ମା ମୋତେ ଚାଳିତ କଲେ” (ଦେଖ: [[rc://*/ta/man/translate/figs-idiom]])