or_tn/rev/03/03.md

1.4 KiB
Raw Permalink Blame History

what you have received and heard

ଏହା ଈଶ୍ବରଙ୍କ ବାକ୍ୟକୁ ବୁଝାଏ, ଯାହା ସେମାନେ ବିଶ୍ବାସ କରିଥିଲେ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ବାକ୍ୟ ଯାହା ତୁମେ ଶୁଣିଥିଲ ଓ ସତ୍ୟ ଯାହା ତୁମେ ବିଶ୍ବାସ କରିଥିଲ” (ଦେଖ: rc://*/ta/man/translate/figs-explicit)

if you do not wake up

ବିପଦ ପ୍ରତି ସତର୍କ ହେବା ବିଷୟକୁ ଜାଗ୍ରତ ହେବା ସଦୃଶ କୁହାଯାଏ I ଦେଖ ତୁମେ “ଜାଗ୍ରତ ହୁଅ” କୁ କିପରି ପ୍ରକାଶିତ ବାକ୍ୟ ୩:ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯଦି ତୁମ୍ଭେ ସତର୍କ ନୁହଁ” କିମ୍ବା “ଯଦି ତୁମ୍ଭେ ସାବଧାନ ନୁହଁ” (ଦେଖ: rc://*/ta/man/translate/figs-metaphor)

I will come as a thief

ଯୀଶୁ ଏପରି ଏକ ସମୟରେ ଆଗମନ କରିବେ ଯେତେବେଳେ ଲୋକମାନେ ଆଶା କରୁ ନଥିବେ, ଯେପରି ଆଶା କରୁ ନଥିବା ସମୟରେ ଚୋର ଆସିଥାଏ I (ଦେଖ: rc://*/ta/man/translate/figs-simile)