or_tn/rev/03/03.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# what you have received and heard
ଏହା ଈଶ୍ବରଙ୍କ ବାକ୍ୟକୁ ବୁଝାଏ, ଯାହା ସେମାନେ ବିଶ୍ବାସ କରିଥିଲେ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ବାକ୍ୟ ଯାହା ତୁମେ ଶୁଣିଥିଲ ଓ ସତ୍ୟ ଯାହା ତୁମେ ବିଶ୍ବାସ କରିଥିଲ” (ଦେଖ: [[rc://*/ta/man/translate/figs-explicit]])
# if you do not wake up
ବିପଦ ପ୍ରତି ସତର୍କ ହେବା ବିଷୟକୁ ଜାଗ୍ରତ ହେବା ସଦୃଶ କୁହାଯାଏ I ଦେଖ ତୁମେ “ଜାଗ୍ରତ ହୁଅ” କୁ କିପରି [ପ୍ରକାଶିତ ବାକ୍ୟ ୩:](../03/02.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯଦି ତୁମ୍ଭେ ସତର୍କ ନୁହଁ” କିମ୍ବା “ଯଦି ତୁମ୍ଭେ ସାବଧାନ ନୁହଁ” (ଦେଖ: [[rc://*/ta/man/translate/figs-metaphor]])
# I will come as a thief
ଯୀଶୁ ଏପରି ଏକ ସମୟରେ ଆଗମନ କରିବେ ଯେତେବେଳେ ଲୋକମାନେ ଆଶା କରୁ ନଥିବେ, ଯେପରି ଆଶା କରୁ ନଥିବା ସମୟରେ ଚୋର ଆସିଥାଏ I (ଦେଖ: [[rc://*/ta/man/translate/figs-simile]])