# what you have received and heard ଏହା ଈଶ୍ବରଙ୍କ ବାକ୍ୟକୁ ବୁଝାଏ, ଯାହା ସେମାନେ ବିଶ୍ବାସ କରିଥିଲେ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ବାକ୍ୟ ଯାହା ତୁମେ ଶୁଣିଥିଲ ଓ ସତ୍ୟ ଯାହା ତୁମେ ବିଶ୍ବାସ କରିଥିଲ” (ଦେଖ: [[rc://*/ta/man/translate/figs-explicit]]) # if you do not wake up ବିପଦ ପ୍ରତି ସତର୍କ ହେବା ବିଷୟକୁ ଜାଗ୍ରତ ହେବା ସଦୃଶ କୁହାଯାଏ I ଦେଖ ତୁମେ “ଜାଗ୍ରତ ହୁଅ” କୁ କିପରି [ପ୍ରକାଶିତ ବାକ୍ୟ ୩:୨](../03/02.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯଦି ତୁମ୍ଭେ ସତର୍କ ନୁହଁ” କିମ୍ବା “ଯଦି ତୁମ୍ଭେ ସାବଧାନ ନୁହଁ” (ଦେଖ: [[rc://*/ta/man/translate/figs-metaphor]]) # I will come as a thief ଯୀଶୁ ଏପରି ଏକ ସମୟରେ ଆଗମନ କରିବେ ଯେତେବେଳେ ଲୋକମାନେ ଆଶା କରୁ ନଥିବେ, ଯେପରି ଆଶା କରୁ ନଥିବା ସମୟରେ ଚୋର ଆସିଥାଏ I (ଦେଖ: [[rc://*/ta/man/translate/figs-simile]])