or_tn/rev/03/02.md

1.3 KiB

Wake up and strengthen what remains, but is about to die

ସାର୍ଦ୍ଦୀର ବିଶ୍ବାସୀମାନଙ୍କ ଦ୍ବାରା କରାଯାଇ ଥିବା ଉତ୍ତମ କର୍ମଗୁଡିକ ବିଷୟରେ କୁହାଯାଏ ଯେପରି ସେମାନେ ଜୀବିତ ଅଟନ୍ତି କନ୍ତୁ ମୃତ୍ୟୁର ବିପଦରେ ଅଛନ୍ତି I ଅନ୍ୟଏକ ଅନୁବାଦରେ: “ଜାଗ୍ରତ ହୁଅ ଓ ଅବଶିଷ୍ଟ କାର୍ଯ୍ୟକୁ ସମ୍ପୂର୍ଣ୍ଣ କର, ନଚେତ୍ ତୁମ୍ଭେ ଯାହା କରିଅଛ, ତାହା ବ୍ୟର୍ଥ ହେବ” କିମ୍ବା “ଜାଗ୍ରତ ହୁଅ I ଯାହା ଆରମ୍ଭ କରିଛ, ତାହା ଯଦି ଶେଷ ନକର, ତୁମ୍ଭର ସମସ୍ତ ପୂର୍ବ କର୍ମଗୁଡିକ ବ୍ୟର୍ଥ ହେବ” (ଦେଖ: rc://*/ta/man/translate/figs-metaphor)

Wake up

ବିପଦ ପ୍ରତି ସତର୍କ ହେବା ବିଷୟକୁ ଜାଗ୍ରତ ହେବା ସଦୃଶ କୁହାଯାଏ I ଅନ୍ୟଏକ ଅନୁବାଦରେ: “ସତର୍କ ହୁଅ” କିମ୍ବା “ସାବଧାନ ହୁଅ” (ଦେଖ: rc://*/ta/man/translate/figs-metaphor)