or_tn/mrk/03/05.md

1.1 KiB

He looked around

ଯୀଶୁ ଚାରିଆଡେ ଦୃଷ୍ଟିପାତ କଲେ

was grieved

ଦୁଖିତ ହେଲେ

by their hardness of heart

ଏହି ରୁପକ ବର୍ଣ୍ଣନା କରେ ଯେ କିପରି ଫାରୁଶୀମାନେ ହାତ ଶୁଖିଯାଇଥିବା ଲୋକ ଉପରେ ଦୟା କରିବା ପାଇଁ ଅନିଛୁକ ଥିଲେ I ଅନ୍ୟଏକ ଅନୁବାଦରେ: “ସେହି ଲୋକ ପ୍ରତି ସେମାନଙ୍କ ହୃଦୟରେ ଜଡତା ହେତୁ” (ଦେଖ: rc://*/ta/man/translate/figs-metaphor)

Stretch out your hand

ତୁମ୍ଭର ହାତ ବଢାଅ

his hand was restored

ଏହା କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁ ତାହାର ହାତକୁ ସୁସ୍ଥ କଲେ” କିମ୍ବା “ଯୀଶୁ ତାହାର ହାତ ପୁର୍ବରୁ ଯେମିତି ଥିଲା ସେମିତି କଲେ” (ଦେଖ: rc://*/ta/man/translate/figs-activepassive)