or_tn/mrk/03/05.md

20 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# He looked around
ଯୀଶୁ ଚାରିଆଡେ ଦୃଷ୍ଟିପାତ କଲେ
# was grieved
ଦୁଖିତ ହେଲେ
# by their hardness of heart
ଏହି ରୁପକ ବର୍ଣ୍ଣନା କରେ ଯେ କିପରି ଫାରୁଶୀମାନେ ହାତ ଶୁଖିଯାଇଥିବା ଲୋକ ଉପରେ ଦୟା କରିବା ପାଇଁ ଅନିଛୁକ ଥିଲେ I ଅନ୍ୟଏକ ଅନୁବାଦରେ: “ସେହି ଲୋକ ପ୍ରତି ସେମାନଙ୍କ ହୃଦୟରେ ଜଡତା ହେତୁ” (ଦେଖ: [[rc://*/ta/man/translate/figs-metaphor]])
# Stretch out your hand
ତୁମ୍ଭର ହାତ ବଢାଅ
# his hand was restored
ଏହା କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁ ତାହାର ହାତକୁ ସୁସ୍ଥ କଲେ” କିମ୍ବା “ଯୀଶୁ ତାହାର ହାତ ପୁର୍ବରୁ ଯେମିତି ଥିଲା ସେମିତି କଲେ” (ଦେଖ: [[rc://*/ta/man/translate/figs-activepassive]])