# He looked around ଯୀଶୁ ଚାରିଆଡେ ଦୃଷ୍ଟିପାତ କଲେ # was grieved ଦୁଖିତ ହେଲେ # by their hardness of heart ଏହି ରୁପକ ବର୍ଣ୍ଣନା କରେ ଯେ କିପରି ଫାରୁଶୀମାନେ ହାତ ଶୁଖିଯାଇଥିବା ଲୋକ ଉପରେ ଦୟା କରିବା ପାଇଁ ଅନିଛୁକ ଥିଲେ I ଅନ୍ୟଏକ ଅନୁବାଦରେ: “ସେହି ଲୋକ ପ୍ରତି ସେମାନଙ୍କ ହୃଦୟରେ ଜଡତା ହେତୁ” (ଦେଖ: [[rc://*/ta/man/translate/figs-metaphor]]) # Stretch out your hand ତୁମ୍ଭର ହାତ ବଢାଅ # his hand was restored ଏହା କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁ ତାହାର ହାତକୁ ସୁସ୍ଥ କଲେ” କିମ୍ବା “ଯୀଶୁ ତାହାର ହାତ ପୁର୍ବରୁ ଯେମିତି ଥିଲା ସେମିତି କଲେ” (ଦେଖ: [[rc://*/ta/man/translate/figs-activepassive]])