1.1 KiB
1.1 KiB
He looked around
ଯୀଶୁ ଚାରିଆଡେ ଦୃଷ୍ଟିପାତ କଲେ
was grieved
ଦୁଖିତ ହେଲେ
by their hardness of heart
ଏହି ରୁପକ ବର୍ଣ୍ଣନା କରେ ଯେ କିପରି ଫାରୁଶୀମାନେ ହାତ ଶୁଖିଯାଇଥିବା ଲୋକ ଉପରେ ଦୟା କରିବା ପାଇଁ ଅନିଛୁକ ଥିଲେ I ଅନ୍ୟଏକ ଅନୁବାଦରେ: “ସେହି ଲୋକ ପ୍ରତି ସେମାନଙ୍କ ହୃଦୟରେ ଜଡତା ହେତୁ” (ଦେଖ: rc://*/ta/man/translate/figs-metaphor)
Stretch out your hand
ତୁମ୍ଭର ହାତ ବଢାଅ
his hand was restored
ଏହା କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯୀଶୁ ତାହାର ହାତକୁ ସୁସ୍ଥ କଲେ” କିମ୍ବା “ଯୀଶୁ ତାହାର ହାତ ପୁର୍ବରୁ ଯେମିତି ଥିଲା ସେମିତି କଲେ” (ଦେଖ: rc://*/ta/man/translate/figs-activepassive)