or_tn/mrk/02/intro.md

3.1 KiB
Raw Permalink Blame History

ମାର୍କ ସାଧାରଣ ସୁଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

”ପାପୀଗଣ”

ଯେତେବେଳେ ଯୀଶୁଙ୍କ ସମୟରେ ଲୋକମାନେ “ପାପୀ” ବିଷୟରେ କହିଲେ,” ସେମାନେ ସେହି ଲୋକମାନଙ୍କ ବିଷୟରେ କହିଲେ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଅବଜ୍ଞା କରୁଥିଲେ ଓ ତା’ପରିବର୍ତ୍ତେ ଚୋରି କିମ୍ବା ବ୍ୟଭିଚାର ପାପ କରୁଥିଲେ I ଯେତେବେଳେ ଯୀଶୁ କହିଲେ ଯେ ସେ “ପାପୀ” ମାନଙ୍କୁ ଆହ୍ବାନ କରିବାକୁ ଆସିଛନ୍ତି, ଏହାର ଅର୍ଥ ଯେ ଯେଉଁ ଲୋକମାନେ ବିଶ୍ବାସ କରନ୍ତି ଯେ ସେମାନେ ପାପୀ ଥିଲେ ସେମାନେ କେବଳ ତାହାଙ୍କର ଅନୁଗମନ କରି ପାରିବେ I ଏହା ସତ୍ୟ ଅଟେ ଯଦ୍ୟପି ସେମାନେ ଲୋକାମାନଙ୍କ ଭାବନାନୁସାରେ “ପାପୀ” ନଥିଲେ I (ଦେଖ: rc://*/tw/dict/bible/kt/sin)

ଉପବାସ ଓ ଭୋଜନ ପାନ

ଲୋକମାନେ ଉପାବାସ କରିବେ, କିମ୍ବା ଦୀର୍ଘ ଦିନ ଧରି ଭୋଜନ ନକରିବା, ଯେତେବେଳେ ସେମାନେ ଦୁଖୀ କିମ୍ବା ଈଶ୍ବରଙ୍କୁ ଦେଖାନ୍ତି ଯେ ସେମାନେ ସେମାନଙ୍କର ପାପ ନିମନ୍ତେ ଦୁଖିତ ଥିଲେ I ଯେଉଁ ସମୟରେ ସେମାନେ ଆନନ୍ଦିତ ଥିଲେ, ଯେପରିକି ବିବାହ ସମୟ, ସେମାନେ ଭୋଜନ ପାନ କରିବେ, କିମ୍ବା ଯେଉଁଠାରେ ସେମାନେ ପ୍ରଚୁର ଖାଦ୍ୟ ଭୋଜନ କରି ପାରିବେ I (ଦେଖ: rc://*/tw/dict/bible/other/fast)

ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଅଳଙ୍କାର

ଅଳଙ୍କାରିକ ପ୍ରଶ୍ନସମୁହ

ଯିହୁଦୀ ନେତାମାନେ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରି ସେମାନେ କ୍ରୋଧୀ ଥିବା ଦର୍ଶାଉ ଥିଲେ କାରଣ ଯୀଶୁ ଯାହା କହିଲେ ଓ କଲେ ଏବଂ ସେମାନେ ବିଶ୍ଵାସ କଲେ ନାହିଁ ସେ ଈଶ୍ଵରଙ୍କ ପୁତ୍ର ଥିଲେ ([ମାର୍କ :୭] (../../mrk/02/07.md) I ଯୀଶୁ ସେଗୁଡିକ ବ୍ୟବହାର କରି ଯିହୁଦୀ ନେତା ମାନଙ୍କୁ ଦେଖାଇବା ନିମନ୍ତେ ବ୍ୟବହାର କଲେ ଯେ ସେମାନେ ଅହଂକାରୀ ଥିଲେ (ମାର୍କ :୨୫-୨୬). (ଦେଖ: rc://*/ta/man/translate/figs-rquestion)