# ମାର୍କ ୦୨ ସାଧାରଣ ସୁଚନା ## ଏହି ଅଧ୍ୟାୟରେ ବିଶେଷ ଧାରଣା ### ”ପାପୀଗଣ” ଯେତେବେଳେ ଯୀଶୁଙ୍କ ସମୟରେ ଲୋକମାନେ “ପାପୀ” ବିଷୟରେ କହିଲେ,” ସେମାନେ ସେହି ଲୋକମାନଙ୍କ ବିଷୟରେ କହିଲେ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଅବଜ୍ଞା କରୁଥିଲେ ଓ ତା’ପରିବର୍ତ୍ତେ ଚୋରି କିମ୍ବା ବ୍ୟଭିଚାର ପାପ କରୁଥିଲେ I ଯେତେବେଳେ ଯୀଶୁ କହିଲେ ଯେ ସେ “ପାପୀ” ମାନଙ୍କୁ ଆହ୍ବାନ କରିବାକୁ ଆସିଛନ୍ତି, ଏହାର ଅର୍ଥ ଯେ ଯେଉଁ ଲୋକମାନେ ବିଶ୍ବାସ କରନ୍ତି ଯେ ସେମାନେ ପାପୀ ଥିଲେ ସେମାନେ କେବଳ ତାହାଙ୍କର ଅନୁଗମନ କରି ପାରିବେ I ଏହା ସତ୍ୟ ଅଟେ ଯଦ୍ୟପି ସେମାନେ ଲୋକାମାନଙ୍କ ଭାବନାନୁସାରେ “ପାପୀ” ନଥିଲେ I (ଦେଖ: [[rc://*/tw/dict/bible/kt/sin]]) ### ଉପବାସ ଓ ଭୋଜନ ପାନ ଲୋକମାନେ ଉପାବାସ କରିବେ, କିମ୍ବା ଦୀର୍ଘ ଦିନ ଧରି ଭୋଜନ ନକରିବା, ଯେତେବେଳେ ସେମାନେ ଦୁଖୀ କିମ୍ବା ଈଶ୍ବରଙ୍କୁ ଦେଖାନ୍ତି ଯେ ସେମାନେ ସେମାନଙ୍କର ପାପ ନିମନ୍ତେ ଦୁଖିତ ଥିଲେ I ଯେଉଁ ସମୟରେ ସେମାନେ ଆନନ୍ଦିତ ଥିଲେ, ଯେପରିକି ବିବାହ ସମୟ, ସେମାନେ ଭୋଜନ ପାନ କରିବେ, କିମ୍ବା ଯେଉଁଠାରେ ସେମାନେ ପ୍ରଚୁର ଖାଦ୍ୟ ଭୋଜନ କରି ପାରିବେ I (ଦେଖ: [[rc://*/tw/dict/bible/other/fast]]) ## ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଅଳଙ୍କାର ### ଅଳଙ୍କାରିକ ପ୍ରଶ୍ନସମୁହ ଯିହୁଦୀ ନେତାମାନେ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରି ସେମାନେ କ୍ରୋଧୀ ଥିବା ଦର୍ଶାଉ ଥିଲେ କାରଣ ଯୀଶୁ ଯାହା କହିଲେ ଓ କଲେ ଏବଂ ସେମାନେ ବିଶ୍ଵାସ କଲେ ନାହିଁ ସେ ଈଶ୍ଵରଙ୍କ ପୁତ୍ର ଥିଲେ ([ମାର୍କ ୨:୭] (../../mrk/02/07.md) I ଯୀଶୁ ସେଗୁଡିକ ବ୍ୟବହାର କରି ଯିହୁଦୀ ନେତା ମାନଙ୍କୁ ଦେଖାଇବା ନିମନ୍ତେ ବ୍ୟବହାର କଲେ ଯେ ସେମାନେ ଅହଂକାରୀ ଥିଲେ ([ମାର୍କ ୨:୨୫-୨୬]( ./25.md)). (ଦେଖ: [[rc://*/ta/man/translate/figs-rquestion]])