or_tn/mrk/02/intro.md

18 lines
3.1 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ମାର୍କ ସାଧାରଣ ସୁଚନା
## ଏହି ଅଧ୍ୟାୟରେ ବିଶେଷ ଧାରଣା
### ”ପାପୀଗଣ”
ଯେତେବେଳେ ଯୀଶୁଙ୍କ ସମୟରେ ଲୋକମାନେ “ପାପୀ” ବିଷୟରେ କହିଲେ,” ସେମାନେ ସେହି ଲୋକମାନଙ୍କ ବିଷୟରେ କହିଲେ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଅବଜ୍ଞା କରୁଥିଲେ ଓ ତା’ପରିବର୍ତ୍ତେ ଚୋରି କିମ୍ବା ବ୍ୟଭିଚାର ପାପ କରୁଥିଲେ I ଯେତେବେଳେ ଯୀଶୁ କହିଲେ ଯେ ସେ “ପାପୀ” ମାନଙ୍କୁ ଆହ୍ବାନ କରିବାକୁ ଆସିଛନ୍ତି, ଏହାର ଅର୍ଥ ଯେ ଯେଉଁ ଲୋକମାନେ ବିଶ୍ବାସ କରନ୍ତି ଯେ ସେମାନେ ପାପୀ ଥିଲେ ସେମାନେ କେବଳ ତାହାଙ୍କର ଅନୁଗମନ କରି ପାରିବେ I ଏହା ସତ୍ୟ ଅଟେ ଯଦ୍ୟପି ସେମାନେ ଲୋକାମାନଙ୍କ ଭାବନାନୁସାରେ “ପାପୀ” ନଥିଲେ I (ଦେଖ: [[rc://*/tw/dict/bible/kt/sin]])
### ଉପବାସ ଓ ଭୋଜନ ପାନ
ଲୋକମାନେ ଉପାବାସ କରିବେ, କିମ୍ବା ଦୀର୍ଘ ଦିନ ଧରି ଭୋଜନ ନକରିବା, ଯେତେବେଳେ ସେମାନେ ଦୁଖୀ କିମ୍ବା ଈଶ୍ବରଙ୍କୁ ଦେଖାନ୍ତି ଯେ ସେମାନେ ସେମାନଙ୍କର ପାପ ନିମନ୍ତେ ଦୁଖିତ ଥିଲେ I ଯେଉଁ ସମୟରେ ସେମାନେ ଆନନ୍ଦିତ ଥିଲେ, ଯେପରିକି ବିବାହ ସମୟ, ସେମାନେ ଭୋଜନ ପାନ କରିବେ, କିମ୍ବା ଯେଉଁଠାରେ ସେମାନେ ପ୍ରଚୁର ଖାଦ୍ୟ ଭୋଜନ କରି ପାରିବେ I (ଦେଖ: [[rc://*/tw/dict/bible/other/fast]])
## ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଅଳଙ୍କାର
### ଅଳଙ୍କାରିକ ପ୍ରଶ୍ନସମୁହ
ଯିହୁଦୀ ନେତାମାନେ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରି ସେମାନେ କ୍ରୋଧୀ ଥିବା ଦର୍ଶାଉ ଥିଲେ କାରଣ ଯୀଶୁ ଯାହା କହିଲେ ଓ କଲେ ଏବଂ ସେମାନେ ବିଶ୍ଵାସ କଲେ ନାହିଁ ସେ ଈଶ୍ଵରଙ୍କ ପୁତ୍ର ଥିଲେ ([ମାର୍କ :୭] (../../mrk/02/07.md) I ଯୀଶୁ ସେଗୁଡିକ ବ୍ୟବହାର କରି ଯିହୁଦୀ ନେତା ମାନଙ୍କୁ ଦେଖାଇବା ନିମନ୍ତେ ବ୍ୟବହାର କଲେ ଯେ ସେମାନେ ଅହଂକାରୀ ଥିଲେ ([ମାର୍କ :୨୫-୨୬]( ./25.md)). (ଦେଖ: [[rc://*/ta/man/translate/figs-rquestion]])