or_tn/mrk/02/25.md

1.8 KiB

Connecting Statement:

ଯୀଶୁ ଫାରୁଶୀମାନଙ୍କ ଉପରେ ବିରକ୍ତ ହୋଇ ସେମାନଙ୍କୁ ପ୍ରଶ୍ନ ପଚାରିଲେ I

He said to them

ଯୀଶୁ ଫାରୁଶୀମାନଙ୍କୁ କହିଲେ

Have you never read what David ... the men who were with him

ଯୀଶୁ ଏହି ପ୍ରଶ୍ନ ସେମାନଙ୍କୁ ମନେ ପକାଇ ଦେବା ନିମନ୍ତେ ପ୍ରଶ୍ନ କଲେ ଯେ ଏପରି ବିଶ୍ରାମ ବାରରେ ଦାଉଦ କିଛି କରିଥିଲେ I ପ୍ରଶ୍ନଟି ଲମ୍ବା ଥିବାରୁ ଦୁଇଟି ବାକ୍ୟରେ ବିଭକ୍ତ କରା ଯାଇଛି I (ଦେଖ: rc://*/ta/man/translate/figs-rquestion)

Have you never read what David did ... him

ଏହାକୁ ଏକ ଅଜ୍ଞା ଭାବେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଦାଉଦ କ’ଣ କରିଥିଲେ ତାହାକି ତୁମ୍ଭେ ପାଠ କରି ନାହଁ ... ତାହାଙ୍କୁ I” (ଦେଖ: rc://*/ta/man/translate/figs-rquestion)

read what David

ପୁରାତନ ନିୟମରେ ଦାଉଦଙ୍କ ବିଷୟରେ ପାଠ କରିବା ସମ୍ବନ୍ଧରେ ଯୀଶୁ ଇଂଗିତ କରୁଛନ୍ତି I ଏହାକୁ ବହିର୍ଭୁତ ତଥ୍ୟ ଦେଖାଇବା ପରି ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଦାଉଦ କ’ଣ କରିଥିଲେ ତାହାକି ତୁମ୍ଭେମାନେ ପାଠ କରିନାହଁ” (ଦେଖ: rc://*/ta/man/translate/figs-explicit)