20 lines
1.8 KiB
Markdown
20 lines
1.8 KiB
Markdown
|
# Connecting Statement:
|
||
|
|
||
|
ଯୀଶୁ ଫାରୁଶୀମାନଙ୍କ ଉପରେ ବିରକ୍ତ ହୋଇ ସେମାନଙ୍କୁ ପ୍ରଶ୍ନ ପଚାରିଲେ I
|
||
|
|
||
|
# He said to them
|
||
|
|
||
|
ଯୀଶୁ ଫାରୁଶୀମାନଙ୍କୁ କହିଲେ
|
||
|
|
||
|
# Have you never read what David ... the men who were with him
|
||
|
|
||
|
ଯୀଶୁ ଏହି ପ୍ରଶ୍ନ ସେମାନଙ୍କୁ ମନେ ପକାଇ ଦେବା ନିମନ୍ତେ ପ୍ରଶ୍ନ କଲେ ଯେ ଏପରି ବିଶ୍ରାମ ବାରରେ ଦାଉଦ କିଛି କରିଥିଲେ I ପ୍ରଶ୍ନଟି ଲମ୍ବା ଥିବାରୁ ଦୁଇଟି ବାକ୍ୟରେ ବିଭକ୍ତ କରା ଯାଇଛି I (ଦେଖ: [[rc://*/ta/man/translate/figs-rquestion]])
|
||
|
|
||
|
# Have you never read what David did ... him
|
||
|
|
||
|
ଏହାକୁ ଏକ ଅଜ୍ଞା ଭାବେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଦାଉଦ କ’ଣ କରିଥିଲେ ତାହାକି ତୁମ୍ଭେ ପାଠ କରି ନାହଁ ... ତାହାଙ୍କୁ I” (ଦେଖ: [[rc://*/ta/man/translate/figs-rquestion]])
|
||
|
|
||
|
# read what David
|
||
|
|
||
|
ପୁରାତନ ନିୟମରେ ଦାଉଦଙ୍କ ବିଷୟରେ ପାଠ କରିବା ସମ୍ବନ୍ଧରେ ଯୀଶୁ ଇଂଗିତ କରୁଛନ୍ତି I ଏହାକୁ ବହିର୍ଭୁତ ତଥ୍ୟ ଦେଖାଇବା ପରି ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଦାଉଦ କ’ଣ କରିଥିଲେ ତାହାକି ତୁମ୍ଭେମାନେ ପାଠ କରିନାହଁ” (ଦେଖ: [[rc://*/ta/man/translate/figs-explicit]])
|