or_tn/mat/05/34.md

1.6 KiB
Raw Permalink Blame History

But I say

ଯୀଶୁ ଈଶ୍ବର ଏବଂ ତାହାଙ୍କ ବାକ୍ୟରେ ସମ୍ମତି ହୁଅନ୍ତି, କିନ୍ତୁ ସେ ଯେପରି ଧାର୍ମିକ ନେତାମାନେ ଈଶ୍ବରଙ୍କ ବାକ୍ୟ ପାଳନ କରୁଥିଲେ ସେଥିରେ ସହମ୍ମତି ହେଉ ନଥିଲେ I “ମୁଁ” ଗୁରୁତ୍ବପୁର୍ଣ୍ଣ ଅଟେ I ଏହା ସୁଚାଇ ଦିଏ ଯେ ଈଶ୍ବରଙ୍କ ମୁଳ ଅଜ୍ଞା ବିଷୟରେ ଯୀଶୁ ଯାହା କହନ୍ତି ତାହା ସମାନଭାବରେ ଗୁରୁତ୍ବପୁର୍ଣ୍ଣ ଅଟେ I ଏହି ବାକ୍ୟାଂଶକୁ ଏପରି ଅନୁବାଦ କରିବାକୁ ଚେଷ୍ଟା କର ଯାହା ଗୁରୁତ୍ବପୁର୍ଣ ଦର୍ଶାଏ I ଦେଖ ତୁମେ ଏହାକୁ ମାଥିଉ ୫:ରେ କିପରି ଅନୁବାଦ କରିଅଛ I

swear not at all

ଆଦୌ ଶପଥ କରନାହିଁ କିମ୍ବା “କୌଣସିଥିରେ ଶପଥ କର ନାହିଁ”

it is the throne of God

କାରଣ ଈଶ୍ବର ସ୍ବର୍ଗରୁ ରାଜତ୍ବ କରନ୍ତି, ଯୀଶୁ ସ୍ବର୍ଗ ବିଷୟରେ କହୁଛନ୍ତି ଯେପରି ଏହା ଏକ ସିଂହାସନ ଅଟେ I ଅନ୍ୟ ଏକ ଅନୁବାଦରେ: ଏଠାରୁ ଈଶ୍ବର ଶାସନ କରନ୍ତି” (ଦେଖ: rc://*/ta/man/translate/figs-metaphor)