or_tn/mat/05/22.md

1.7 KiB

But I say

ଯୀଶୁ ଈଶ୍ବର ଓ ତାହାଙ୍କ ବାକ୍ୟ ସହିତ ସହମ୍ମତି ଅଟନ୍ତି, କିନ୍ତୁ ସେ ଯେଉଁ ମାଧ୍ୟମରେ ଧାର୍ମିକ ନେତାମାନେ ଈଶ୍ବରଙ୍କ ବାକ୍ୟର ବିନିଯୋଗ କରୁଛନ୍ତି ସେଥିରେ ଯୀଶୁ ସହମ୍ମତି ନୁହନ୍ତି I “ମୁଁ” ଗୁରୁତ୍ବପୂର୍ଣ୍ଣ ଅଟେ I ଏହା ସୁଚାଇ ଦିଏ ଯେ ଯୀଶୁ ଈଶ୍ବରଙ୍କ ମୁଳ ଆଜ୍ଞା ସହିତ ସମାନ ଗୁରୁତ୍ବ ଦେବା ନିମନ୍ତେ କ”ଣ କହନ୍ତି I ଏହି ବାକ୍ୟାଂଶକୁ ଏପରି ଅନୁବାଦ କରିବାକୁ ଚେଷ୍ଟାକର ଯେପରି ଗୁରୁତ୍ବ ଦେଖାଯିବ I

brother

ଏହା ଜଣେ ସହ-ବିଶ୍ବାସୀଙ୍କୁ ବୁଝାଏ, ପ୍ରକୃତ ଭାଇ କିମ୍ବା ପଡୋଶୀକୁ ନୁହେ I

worthless person ... fool

ଏହି ବିଷୟଗୁଡିକ ଲୋକମାନଙ୍କ ନିମନ୍ତେ ଉପହାସ୍ୟ ଅଟେ ଯେଉଁମାନେ ସଠିକ ଭାବି ପାରନ୍ତି ନାହିଁ I “ମୁଲ୍ୟହୀନ ବ୍ୟକ୍ତି “ବୁଦ୍ଧିହୀନ”ର ନିକଟବର୍ତ୍ତୀ, “ମୁର୍ଖତା” ଈଶ୍ବରଙ୍କ ଅବାଧ୍ୟତାର ଭାବଧାରକୁ ଗୁରୁତ୍ବ ଦିଏ I

council

ଏହା ଏକ ସ୍ଥାନିୟ ପରିଷଦ ଥିଲା, ଯିରୁଶାଲମସ୍ଥ ପ୍ରଧାନ ସମାଜଗୃହ ନୁହେଁ I