# But I say ଯୀଶୁ ଈଶ୍ବର ଏବଂ ତାହାଙ୍କ ବାକ୍ୟରେ ସମ୍ମତି ହୁଅନ୍ତି, କିନ୍ତୁ ସେ ଯେପରି ଧାର୍ମିକ ନେତାମାନେ ଈଶ୍ବରଙ୍କ ବାକ୍ୟ ପାଳନ କରୁଥିଲେ ସେଥିରେ ସହମ୍ମତି ହେଉ ନଥିଲେ I “ମୁଁ” ଗୁରୁତ୍ବପୁର୍ଣ୍ଣ ଅଟେ I ଏହା ସୁଚାଇ ଦିଏ ଯେ ଈଶ୍ବରଙ୍କ ମୁଳ ଅଜ୍ଞା ବିଷୟରେ ଯୀଶୁ ଯାହା କହନ୍ତି ତାହା ସମାନଭାବରେ ଗୁରୁତ୍ବପୁର୍ଣ୍ଣ ଅଟେ I ଏହି ବାକ୍ୟାଂଶକୁ ଏପରି ଅନୁବାଦ କରିବାକୁ ଚେଷ୍ଟା କର ଯାହା ଗୁରୁତ୍ବପୁର୍ଣ ଦର୍ଶାଏ I ଦେଖ ତୁମେ ଏହାକୁ [ମାଥିଉ ୫:୨୨]( ../05/22.md)ରେ କିପରି ଅନୁବାଦ କରିଅଛ I # swear not at all ଆଦୌ ଶପଥ କରନାହିଁ କିମ୍ବା “କୌଣସିଥିରେ ଶପଥ କର ନାହିଁ” # it is the throne of God କାରଣ ଈଶ୍ବର ସ୍ବର୍ଗରୁ ରାଜତ୍ବ କରନ୍ତି, ଯୀଶୁ ସ୍ବର୍ଗ ବିଷୟରେ କହୁଛନ୍ତି ଯେପରି ଏହା ଏକ ସିଂହାସନ ଅଟେ I ଅନ୍ୟ ଏକ ଅନୁବାଦରେ: ଏଠାରୁ ଈଶ୍ବର ଶାସନ କରନ୍ତି” (ଦେଖ: [[rc://*/ta/man/translate/figs-metaphor]])