or_tn/mat/05/34.md

12 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# But I say
ଯୀଶୁ ଈଶ୍ବର ଏବଂ ତାହାଙ୍କ ବାକ୍ୟରେ ସମ୍ମତି ହୁଅନ୍ତି, କିନ୍ତୁ ସେ ଯେପରି ଧାର୍ମିକ ନେତାମାନେ ଈଶ୍ବରଙ୍କ ବାକ୍ୟ ପାଳନ କରୁଥିଲେ ସେଥିରେ ସହମ୍ମତି ହେଉ ନଥିଲେ I “ମୁଁ” ଗୁରୁତ୍ବପୁର୍ଣ୍ଣ ଅଟେ I ଏହା ସୁଚାଇ ଦିଏ ଯେ ଈଶ୍ବରଙ୍କ ମୁଳ ଅଜ୍ଞା ବିଷୟରେ ଯୀଶୁ ଯାହା କହନ୍ତି ତାହା ସମାନଭାବରେ ଗୁରୁତ୍ବପୁର୍ଣ୍ଣ ଅଟେ I ଏହି ବାକ୍ୟାଂଶକୁ ଏପରି ଅନୁବାଦ କରିବାକୁ ଚେଷ୍ଟା କର ଯାହା ଗୁରୁତ୍ବପୁର୍ଣ ଦର୍ଶାଏ I ଦେଖ ତୁମେ ଏହାକୁ [ମାଥିଉ ୫:]( ../05/22.md)ରେ କିପରି ଅନୁବାଦ କରିଅଛ I
# swear not at all
ଆଦୌ ଶପଥ କରନାହିଁ କିମ୍ବା “କୌଣସିଥିରେ ଶପଥ କର ନାହିଁ”
# it is the throne of God
କାରଣ ଈଶ୍ବର ସ୍ବର୍ଗରୁ ରାଜତ୍ବ କରନ୍ତି, ଯୀଶୁ ସ୍ବର୍ଗ ବିଷୟରେ କହୁଛନ୍ତି ଯେପରି ଏହା ଏକ ସିଂହାସନ ଅଟେ I ଅନ୍ୟ ଏକ ଅନୁବାଦରେ: ଏଠାରୁ ଈଶ୍ବର ଶାସନ କରନ୍ତି” (ଦେଖ: [[rc://*/ta/man/translate/figs-metaphor]])