or_tn/mat/02/16.md

1.8 KiB
Raw Permalink Blame History

General Information:

ଏହି ଘଟଣାସମୁହ ହେରୋଦଙ୍କ ମୃତ୍ୟୁ ପୂର୍ବରୁ ଘଟିଥିଲା, ଯାହାକୁ ମାଥିଉ ମାଥିଉ :୧୫ରେ ଉଲ୍ଲେଖ କଲେ I (ଦେଖ: rc://*/ta/man/translate/figs-events)

Connecting Statement:

ଏଠାରେ ଦୃଶ୍ୟ ହେରୋଦଙ୍କ ନିକଟକୁ ଫେରିଯାଏ ଓ ପ୍ରକାଶ କରେ ଯେ ସେ କ”ଣ କଲେ ଯେତେବେଳେ ସେ ଜାଣିପାରିଲେ ଯେ ପଣ୍ଡିତମାନେ ତାହାଙ୍କୁ ପ୍ରତାରଣ କଲେ I

he had been mocked by the learned men

ଏହାକୁ କର୍ତ୍ତୁବଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପଣ୍ଡିତଗଣ ତାହାଙ୍କୁ ଚତୁରତାର ସହ ଲଜ୍ଜିତ କଲେ” (ଦେଖ: rc://*/ta/man/translate/figs-activepassive)

He sent and killed all the male children

ହେରୋଦ ଶିଶୁମାନଙ୍କୁ ନିଜେ ବଧ କଲେନାହିଁ I ଅନ୍ୟ ଏକ ଅନୁବାଦରେ: “ସେ ସମସ୍ତ ବାଳକମାନଙ୍କୁ ବଧକରିବା ନିମନ୍ତେ ତାହାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଲେ” କିମ୍ବା “ସେ ଶିଶୁ ବାଳକମାନଙ୍କୁ ବଧକରିବା ନିମନ୍ତେ ସେଠାକୁ ସୈନିକମାନଙ୍କୁ ପଠାଇଲେ” (ଦେଖ: rc://*/ta/man/translate/figs-explicit)

two years old and under

୨ବର୍ଷ ବୟସ ଓ ସାନ (ଦେଖ: rc://*/ta/man/translate/translate-numbers)

according to the time

ସମୟ ଉପରେ ଆଧାର କରି