1.8 KiB
1.8 KiB
General Information:
ଏହି ଘଟଣାସମୁହ ହେରୋଦଙ୍କ ମୃତ୍ୟୁ ପୂର୍ବରୁ ଘଟିଥିଲା, ଯାହାକୁ ମାଥିଉ ମାଥିଉ ୨:୧୫ରେ ଉଲ୍ଲେଖ କଲେ I (ଦେଖ: rc://*/ta/man/translate/figs-events)
Connecting Statement:
ଏଠାରେ ଦୃଶ୍ୟ ହେରୋଦଙ୍କ ନିକଟକୁ ଫେରିଯାଏ ଓ ପ୍ରକାଶ କରେ ଯେ ସେ କ”ଣ କଲେ ଯେତେବେଳେ ସେ ଜାଣିପାରିଲେ ଯେ ପଣ୍ଡିତମାନେ ତାହାଙ୍କୁ ପ୍ରତାରଣ କଲେ I
he had been mocked by the learned men
ଏହାକୁ କର୍ତ୍ତୁବଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପଣ୍ଡିତଗଣ ତାହାଙ୍କୁ ଚତୁରତାର ସହ ଲଜ୍ଜିତ କଲେ” (ଦେଖ: rc://*/ta/man/translate/figs-activepassive)
He sent and killed all the male children
ହେରୋଦ ଶିଶୁମାନଙ୍କୁ ନିଜେ ବଧ କଲେନାହିଁ I ଅନ୍ୟ ଏକ ଅନୁବାଦରେ: “ସେ ସମସ୍ତ ବାଳକମାନଙ୍କୁ ବଧକରିବା ନିମନ୍ତେ ତାହାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଲେ” କିମ୍ବା “ସେ ଶିଶୁ ବାଳକମାନଙ୍କୁ ବଧକରିବା ନିମନ୍ତେ ସେଠାକୁ ସୈନିକମାନଙ୍କୁ ପଠାଇଲେ” (ଦେଖ: rc://*/ta/man/translate/figs-explicit)
two years old and under
୨ବର୍ଷ ବୟସ ଓ ସାନ (ଦେଖ: rc://*/ta/man/translate/translate-numbers)
according to the time
ସମୟ ଉପରେ ଆଧାର କରି