or_tn/mat/02/16.md

24 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହି ଘଟଣାସମୁହ ହେରୋଦଙ୍କ ମୃତ୍ୟୁ ପୂର୍ବରୁ ଘଟିଥିଲା, ଯାହାକୁ ମାଥିଉ [ମାଥିଉ :୧୫]( ../02/15.md)ରେ ଉଲ୍ଲେଖ କଲେ I (ଦେଖ: [[rc://*/ta/man/translate/figs-events]])
# Connecting Statement:
ଏଠାରେ ଦୃଶ୍ୟ ହେରୋଦଙ୍କ ନିକଟକୁ ଫେରିଯାଏ ଓ ପ୍ରକାଶ କରେ ଯେ ସେ କ”ଣ କଲେ ଯେତେବେଳେ ସେ ଜାଣିପାରିଲେ ଯେ ପଣ୍ଡିତମାନେ ତାହାଙ୍କୁ ପ୍ରତାରଣ କଲେ I
# he had been mocked by the learned men
ଏହାକୁ କର୍ତ୍ତୁବଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପଣ୍ଡିତଗଣ ତାହାଙ୍କୁ ଚତୁରତାର ସହ ଲଜ୍ଜିତ କଲେ” (ଦେଖ: [[rc://*/ta/man/translate/figs-activepassive]])
# He sent and killed all the male children
ହେରୋଦ ଶିଶୁମାନଙ୍କୁ ନିଜେ ବଧ କଲେନାହିଁ I ଅନ୍ୟ ଏକ ଅନୁବାଦରେ: “ସେ ସମସ୍ତ ବାଳକମାନଙ୍କୁ ବଧକରିବା ନିମନ୍ତେ ତାହାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଲେ” କିମ୍ବା “ସେ ଶିଶୁ ବାଳକମାନଙ୍କୁ ବଧକରିବା ନିମନ୍ତେ ସେଠାକୁ ସୈନିକମାନଙ୍କୁ ପଠାଇଲେ” (ଦେଖ: [[rc://*/ta/man/translate/figs-explicit]])
# two years old and under
୨ବର୍ଷ ବୟସ ଓ ସାନ (ଦେଖ: [[rc://*/ta/man/translate/translate-numbers]])
# according to the time
ସମୟ ଉପରେ ଆଧାର କରି