or_tn/jhn/21/22.md

16 lines
1.1 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Jesus said to him
ଯୀଶୁ ପିତରଙ୍କୁ କହିଲେ
# If I want him to stay
ଏଠାରେ [ଯୋହନ ୨୧:](../21/20.md)ରେ “ତାହାଙ୍କୁ” ଶବ୍ଦ “ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାହାଙ୍କୁ” ବୁଝାଏ I
# I come
ଏହା ଯୀଶୁଙ୍କ ଦ୍ବିତୀୟ ଆଗମନକୁ, ଅର୍ଥାତ୍ ସ୍ବର୍ଗରୁ ପୃଥିବୀକୁ ତାହାଙ୍କ ଆଗମନକୁ ବୁଝାଏ I
# what is that to you?
ଗୋଟିଏ ମୃଦୁ ଅନୁଯୋଗକୁ ପ୍ରକାଶ କରିବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତାହା ତୁମ ଚିନ୍ତାର ବିଷୟ ନାହିଁ” କିମ୍ବା “ସେ ବିଷୟରେ ତୁମେ ଚିନ୍ତାକରିବା ଉଚିତ ନୁହଁ” (ଦେଖ: [[rc://*/ta/man/translate/figs-rquestion]])