or_tn/jhn/21/22.md

1.1 KiB
Raw Permalink Blame History

Jesus said to him

ଯୀଶୁ ପିତରଙ୍କୁ କହିଲେ

If I want him to stay

ଏଠାରେ ଯୋହନ ୨୧:ରେ “ତାହାଙ୍କୁ” ଶବ୍ଦ “ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାହାଙ୍କୁ” ବୁଝାଏ I

I come

ଏହା ଯୀଶୁଙ୍କ ଦ୍ବିତୀୟ ଆଗମନକୁ, ଅର୍ଥାତ୍ ସ୍ବର୍ଗରୁ ପୃଥିବୀକୁ ତାହାଙ୍କ ଆଗମନକୁ ବୁଝାଏ I

what is that to you?

ଗୋଟିଏ ମୃଦୁ ଅନୁଯୋଗକୁ ପ୍ରକାଶ କରିବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତାହା ତୁମ ଚିନ୍ତାର ବିଷୟ ନାହିଁ” କିମ୍ବା “ସେ ବିଷୟରେ ତୁମେ ଚିନ୍ତାକରିବା ଉଚିତ ନୁହଁ” (ଦେଖ: rc://*/ta/man/translate/figs-rquestion)