1.1 KiB
1.1 KiB
Jesus said to him
ଯୀଶୁ ପିତରଙ୍କୁ କହିଲେ
If I want him to stay
ଏଠାରେ ଯୋହନ ୨୧:୨୦ରେ “ତାହାଙ୍କୁ” ଶବ୍ଦ “ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାହାଙ୍କୁ” ବୁଝାଏ I
I come
ଏହା ଯୀଶୁଙ୍କ ଦ୍ବିତୀୟ ଆଗମନକୁ, ଅର୍ଥାତ୍ ସ୍ବର୍ଗରୁ ପୃଥିବୀକୁ ତାହାଙ୍କ ଆଗମନକୁ ବୁଝାଏ I
what is that to you?
ଗୋଟିଏ ମୃଦୁ ଅନୁଯୋଗକୁ ପ୍ରକାଶ କରିବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତାହା ତୁମ ଚିନ୍ତାର ବିଷୟ ନାହିଁ” କିମ୍ବା “ସେ ବିଷୟରେ ତୁମେ ଚିନ୍ତାକରିବା ଉଚିତ ନୁହଁ” (ଦେଖ: rc://*/ta/man/translate/figs-rquestion)