# Jesus said to him ଯୀଶୁ ପିତରଙ୍କୁ କହିଲେ # If I want him to stay ଏଠାରେ [ଯୋହନ ୨୧:୨୦](../21/20.md)ରେ “ତାହାଙ୍କୁ” ଶବ୍ଦ “ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାହାଙ୍କୁ” ବୁଝାଏ I # I come ଏହା ଯୀଶୁଙ୍କ ଦ୍ବିତୀୟ ଆଗମନକୁ, ଅର୍ଥାତ୍ ସ୍ବର୍ଗରୁ ପୃଥିବୀକୁ ତାହାଙ୍କ ଆଗମନକୁ ବୁଝାଏ I # what is that to you? ଗୋଟିଏ ମୃଦୁ ଅନୁଯୋଗକୁ ପ୍ରକାଶ କରିବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତାହା ତୁମ ଚିନ୍ତାର ବିଷୟ ନାହିଁ” କିମ୍ବା “ସେ ବିଷୟରେ ତୁମେ ଚିନ୍ତାକରିବା ଉଚିତ ନୁହଁ” (ଦେଖ: [[rc://*/ta/man/translate/figs-rquestion]])