or_tn/jhn/06/01.md

1.2 KiB

General Information:

ଯୀଶୁ ଯିରୂଶାଲମଠାରୁ ଗାଲୀଲୀକୁ ଯାତ୍ରା କରିଛନ୍ତି I ଏକ ଜନସମୁହ ପର୍ବତ ପାର୍ଶ୍ବରେ ତାହାଙ୍କ ପଛେ ପଛେ ଯାଇଛନ୍ତି I ଏହି ପଦଗୁଡିକ ଘଟଣାରେ ଥିବା ଏହି ଅଂଶର ଅବସ୍ଥିତି ବିଷୟରେ କହୁଛି I (ଦେଖ: rc://*/ta/man/translate/writing-background)

After these things

“ସେହିସବୁ” ବାକ୍ୟାଂଶ ଯୋହନ ୫:୧-୪୬ରେ ଉଲ୍ଲେଖଥିବା ଘଟଣାଗୁଡିକୁ ବୁଝାଏ ଓ ପରବର୍ତ୍ତୀ ଘଟଣାର ପରିଚୟ ଦିଏ I

Jesus went away

ଏହା ଶାସ୍ତ୍ରାଂଶରେ ସୂଚାଇ ଦିଏ ଯେ ଯୀଶୁ ନୌକାରେ ଯାତ୍ରା କରି ଆପଣା ସହିତ ଶିଷ୍ୟମାନଙ୍କୁ ନେଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ନୌକାରେ ଯାତ୍ରା କଲେ” (ଦେଖ: rc://*/ta/man/translate/figs-explicit)