or_tn/jhn/05/01.md

1.5 KiB
Raw Permalink Blame History

General Information:

ବିବରଣୀରେ ଏହା ପରବର୍ତ୍ତୀ ଘଟଣା ଅଟେ, ଯେଉଁଥିରେ ଯୀଶୁ ଯିରୂଶାଲମକୁ ଯାଇ ଜଣେ ବ୍ୟକ୍ତିକୁ ସୁସ୍ଥ କରୁଛନ୍ତି I ଏହି ପଦଗୁଡିକ ବିବରଣୀର ଅବସ୍ଥିତି ସମ୍ବନ୍ଧରେ ପୃଷ୍ଠଭୂମିର ସୂଚନା ଦିଏ I (ଦେଖ: rc://*/ta/man/translate/writing-background)

After this

ଏହା ଯୀଶୁ ରାଜ କର୍ମଚାରୀଙ୍କ ପୁତ୍ରଙ୍କୁ ସୁସ୍ଥ କରିବାର ପରବର୍ତ୍ତୀ ବିଷୟକୁ ବୁଝାଏ I ଦେଖ ତୁମେ ଏହାକୁ କିପରି ଯୋହନ ୩:ରେ ଅନୁବାଦ କରିଅଛ I

there was a Jewish festival

ଯିହୂଦୀମାନେ ଏକ ପର୍ବ ପାଳନ କରୁଥିଲେ

went up to Jerusalem

ଯିରୂଶାଲମ ଏକ ପାହାଡର ଶିଖରେ ଅବସ୍ଥିତ ଥିଲା I ଛୋଟ ଛୋଟ ପାହାଡ ମଧ୍ୟଦେଇ ଯିରୂଶାଲମକୁ ଉପର ତଳ ହୋଇ ଏକ ପଥ ଯାଇଥିଲା I ଯଦି ତୁମ ଭାଷାରେ ସମତଳ ଭୂମିରେ ଚାଲିବା ଅପେକ୍ଷା ପାହାଡ ଉପରକୁ ଯିବା ନିମନ୍ତେ ଭିନ୍ନ ଏକ ଶବ୍ଦ ଥାଏ, ତେବେ ତୁମେ ତାହା ଏଠାରେ ବ୍ୟବହାର କରିପାର I