or_tn/jhn/05/01.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ବିବରଣୀରେ ଏହା ପରବର୍ତ୍ତୀ ଘଟଣା ଅଟେ, ଯେଉଁଥିରେ ଯୀଶୁ ଯିରୂଶାଲମକୁ ଯାଇ ଜଣେ ବ୍ୟକ୍ତିକୁ ସୁସ୍ଥ କରୁଛନ୍ତି I ଏହି ପଦଗୁଡିକ ବିବରଣୀର ଅବସ୍ଥିତି ସମ୍ବନ୍ଧରେ ପୃଷ୍ଠଭୂମିର ସୂଚନା ଦିଏ I (ଦେଖ: [[rc://*/ta/man/translate/writing-background]])
# After this
ଏହା ଯୀଶୁ ରାଜ କର୍ମଚାରୀଙ୍କ ପୁତ୍ରଙ୍କୁ ସୁସ୍ଥ କରିବାର ପରବର୍ତ୍ତୀ ବିଷୟକୁ ବୁଝାଏ I ଦେଖ ତୁମେ ଏହାକୁ କିପରି [ଯୋହନ ୩:](../03/22.md)ରେ ଅନୁବାଦ କରିଅଛ I
# there was a Jewish festival
ଯିହୂଦୀମାନେ ଏକ ପର୍ବ ପାଳନ କରୁଥିଲେ
# went up to Jerusalem
ଯିରୂଶାଲମ ଏକ ପାହାଡର ଶିଖରେ ଅବସ୍ଥିତ ଥିଲା I ଛୋଟ ଛୋଟ ପାହାଡ ମଧ୍ୟଦେଇ ଯିରୂଶାଲମକୁ ଉପର ତଳ ହୋଇ ଏକ ପଥ ଯାଇଥିଲା I ଯଦି ତୁମ ଭାଷାରେ ସମତଳ ଭୂମିରେ ଚାଲିବା ଅପେକ୍ଷା ପାହାଡ ଉପରକୁ ଯିବା ନିମନ୍ତେ ଭିନ୍ନ ଏକ ଶବ୍ଦ ଥାଏ, ତେବେ ତୁମେ ତାହା ଏଠାରେ ବ୍ୟବହାର କରିପାର I