# General Information: ଯୀଶୁ ଯିରୂଶାଲମଠାରୁ ଗାଲୀଲୀକୁ ଯାତ୍ରା କରିଛନ୍ତି I ଏକ ଜନସମୁହ ପର୍ବତ ପାର୍ଶ୍ବରେ ତାହାଙ୍କ ପଛେ ପଛେ ଯାଇଛନ୍ତି I ଏହି ପଦଗୁଡିକ ଘଟଣାରେ ଥିବା ଏହି ଅଂଶର ଅବସ୍ଥିତି ବିଷୟରେ କହୁଛି I (ଦେଖ: [[rc://*/ta/man/translate/writing-background]]) # After these things “ସେହିସବୁ” ବାକ୍ୟାଂଶ [ଯୋହନ ୫:୧-୪୬](../05/01.md)ରେ ଉଲ୍ଲେଖଥିବା ଘଟଣାଗୁଡିକୁ ବୁଝାଏ ଓ ପରବର୍ତ୍ତୀ ଘଟଣାର ପରିଚୟ ଦିଏ I # Jesus went away ଏହା ଶାସ୍ତ୍ରାଂଶରେ ସୂଚାଇ ଦିଏ ଯେ ଯୀଶୁ ନୌକାରେ ଯାତ୍ରା କରି ଆପଣା ସହିତ ଶିଷ୍ୟମାନଙ୍କୁ ନେଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ନୌକାରେ ଯାତ୍ରା କଲେ” (ଦେଖ: [[rc://*/ta/man/translate/figs-explicit]])