or_tn/jhn/06/01.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯୀଶୁ ଯିରୂଶାଲମଠାରୁ ଗାଲୀଲୀକୁ ଯାତ୍ରା କରିଛନ୍ତି I ଏକ ଜନସମୁହ ପର୍ବତ ପାର୍ଶ୍ବରେ ତାହାଙ୍କ ପଛେ ପଛେ ଯାଇଛନ୍ତି I ଏହି ପଦଗୁଡିକ ଘଟଣାରେ ଥିବା ଏହି ଅଂଶର ଅବସ୍ଥିତି ବିଷୟରେ କହୁଛି I (ଦେଖ: [[rc://*/ta/man/translate/writing-background]])
# After these things
“ସେହିସବୁ” ବାକ୍ୟାଂଶ [ଯୋହନ ୫:୧-୪୬](../05/01.md)ରେ ଉଲ୍ଲେଖଥିବା ଘଟଣାଗୁଡିକୁ ବୁଝାଏ ଓ ପରବର୍ତ୍ତୀ ଘଟଣାର ପରିଚୟ ଦିଏ I
# Jesus went away
ଏହା ଶାସ୍ତ୍ରାଂଶରେ ସୂଚାଇ ଦିଏ ଯେ ଯୀଶୁ ନୌକାରେ ଯାତ୍ରା କରି ଆପଣା ସହିତ ଶିଷ୍ୟମାନଙ୍କୁ ନେଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ନୌକାରେ ଯାତ୍ରା କଲେ” (ଦେଖ: [[rc://*/ta/man/translate/figs-explicit]])