or_tn/jhn/05/07.md

1.2 KiB
Raw Permalink Blame History

Sir, I do not have

ଏଠାରେ “ମହାଶୟ” ଭାବେ ସମ୍ବୋଧନ କରବା ଏକ ଶିଷ୍ଟାଚାର ଶୈଳୀ ଅଟେ I

when the water is stirred up

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଦୂତ ଜଳ କମ୍ପାଇବା ସମୟରେ” (ଦେଖ: rc://*/ta/man/translate/figs-activepassive)

into the pool

ଏହା ଭୂମିରେ ଥିବା ଏକ ଗର୍ତ୍ତ, ଯେଉଁଥିରେ ଲୋକମାନେ ଜଳ ଭର୍ତ୍ତି କରୁଥିଲେ I ବେଳେବେଳେ ସେମାନେ ଖପରା କିମ୍ବା କୌଣସି ପଥର କାରୁକାର୍ଯ୍ୟ ଦ୍ବାରା ପୁଷ୍କରଣୀ ରେଖା ନିର୍ଣୟ କରୁଥିଲେ I ଦେଖ ତୁମେ “ପୁଷ୍କରଣୀ”କୁ କିପରି ଯୋହନ ୫:ରେ ଅନୁବାଦ କରିଅଛ I

another steps down before me

ସବୁବେଳେ କେହି ନା କେହି ମୋ ଆଗରୁ ପାହାଚ ତଳକୁ ଯାଇ ଜଳରେ ପଶି ଯାଉଥିଲା