or_tn/jhn/05/07.md

16 lines
1.2 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Sir, I do not have
ଏଠାରେ “ମହାଶୟ” ଭାବେ ସମ୍ବୋଧନ କରବା ଏକ ଶିଷ୍ଟାଚାର ଶୈଳୀ ଅଟେ I
# when the water is stirred up
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଦୂତ ଜଳ କମ୍ପାଇବା ସମୟରେ” (ଦେଖ: [[rc://*/ta/man/translate/figs-activepassive]])
# into the pool
ଏହା ଭୂମିରେ ଥିବା ଏକ ଗର୍ତ୍ତ, ଯେଉଁଥିରେ ଲୋକମାନେ ଜଳ ଭର୍ତ୍ତି କରୁଥିଲେ I ବେଳେବେଳେ ସେମାନେ ଖପରା କିମ୍ବା କୌଣସି ପଥର କାରୁକାର୍ଯ୍ୟ ଦ୍ବାରା ପୁଷ୍କରଣୀ ରେଖା ନିର୍ଣୟ କରୁଥିଲେ I ଦେଖ ତୁମେ “ପୁଷ୍କରଣୀ”କୁ କିପରି [ଯୋହନ ୫:](../05/02.md)ରେ ଅନୁବାଦ କରିଅଛ I
# another steps down before me
ସବୁବେଳେ କେହି ନା କେହି ମୋ ଆଗରୁ ପାହାଚ ତଳକୁ ଯାଇ ଜଳରେ ପଶି ଯାଉଥିଲା