# Sir, I do not have ଏଠାରେ “ମହାଶୟ” ଭାବେ ସମ୍ବୋଧନ କରବା ଏକ ଶିଷ୍ଟାଚାର ଶୈଳୀ ଅଟେ I # when the water is stirred up ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଦୂତ ଜଳ କମ୍ପାଇବା ସମୟରେ” (ଦେଖ: [[rc://*/ta/man/translate/figs-activepassive]]) # into the pool ଏହା ଭୂମିରେ ଥିବା ଏକ ଗର୍ତ୍ତ, ଯେଉଁଥିରେ ଲୋକମାନେ ଜଳ ଭର୍ତ୍ତି କରୁଥିଲେ I ବେଳେବେଳେ ସେମାନେ ଖପରା କିମ୍ବା କୌଣସି ପଥର କାରୁକାର୍ଯ୍ୟ ଦ୍ବାରା ପୁଷ୍କରଣୀ ରେଖା ନିର୍ଣୟ କରୁଥିଲେ I ଦେଖ ତୁମେ “ପୁଷ୍କରଣୀ”କୁ କିପରି [ଯୋହନ ୫:୨](../05/02.md)ରେ ଅନୁବାଦ କରିଅଛ I # another steps down before me ସବୁବେଳେ କେହି ନା କେହି ମୋ ଆଗରୁ ପାହାଚ ତଳକୁ ଯାଇ ଜଳରେ ପଶି ଯାଉଥିଲା