or_tn/jhn/05/02.md

695 B

pool

ଏହା ଭୂମିରେ ଥିବା ଏକ ଗର୍ତ୍ତ, ଯେଉଁଥିରେ ଲୋକମାନେ ଜଳ ଭର୍ତ୍ତି କରୁଥିଲେ I ବେଳେବେଳେ ସେମାନେ ଖପରା କିମ୍ବା କୌଣସି ପଥରର କାରୁକାର୍ଯ୍ୟ ଦ୍ବାରା ପୁଷ୍କରଣୀର ରେଖା ନିର୍ଣୟ କରୁଥିଲେ I

Bethesda

ଗୋଟିଏ ସ୍ଥାନର ନାମ I (ଦେଖ: rc://*/ta/man/translate/translate-names)

roofed porches

ଅନ୍ତତଃ ଗୋଟିଏ କାନ୍ଥ ନଥାଇ କୋଠାରୀକୁ ସଂଲଗ୍ନ ହୋଇଥିବା ଛାତ