or_tn/heb/13/12.md

664 B

Connecting Statement:

ଏଠାରେ ଯୀଶୁଙ୍କର ବଳିଦାନ ଓ ପୁରାତନ ନିୟମରେ ଥିବା ଆବାସ ତମ୍ବୁର ବଳିଦାନ ମଧ୍ୟରେ ଏକ ତୁଳନା କରାଯାଇଛି I

So

ସେହି ପ୍ରକାରେ କିମ୍ବା “ଯେହେତୁ ଉତ୍ସର୍ଗ କରାଯାଇଥିବା ପଶୁମାନଙ୍କ ଶରୀରକୁ ଛାଉଣୀ ବାହାରେ ଦଗ୍ଧ କରାଯାଉଥିଲା” (ଏବ୍ରୀ ୧୩:୧୧)

outside the city gate

ଏହା “ନଗର ବାହାର”କୁ ବୁଝାଏ I