or_tn/heb/13/11.md

1002 B

the blood of the animals killed for sins is brought by the high priest into the holy place

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାଜକମାନେ ପାପ ନିମନ୍ତେ ବଧ କରିଥିବା ପଶୁଗୁଡିକର ରକ୍ତକୁ ମହାଯାଜକ ପବିତ୍ରସ୍ଥାନ ମଧ୍ୟକୁ ଆଣନ୍ତି” (ଦେଖ: rc://*/ta/man/translate/figs-activepassive)

while their bodies are burned

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାଜକମାନେ ପଶୁମାନଙ୍କ ଶରୀରକୁ ଦଗ୍ଧ କରିବା ସମୟରେ” (ଦେଖ: rc://*/ta/man/translate/figs-activepassive)

outside the camp

ଲୋକମାନେ ବାସ କରୁଥିବା ଛାଉଣୀ ବାହାରେ