# the blood of the animals killed for sins is brought by the high priest into the holy place ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାଜକମାନେ ପାପ ନିମନ୍ତେ ବଧ କରିଥିବା ପଶୁଗୁଡିକର ରକ୍ତକୁ ମହାଯାଜକ ପବିତ୍ରସ୍ଥାନ ମଧ୍ୟକୁ ଆଣନ୍ତି” (ଦେଖ: [[rc://*/ta/man/translate/figs-activepassive]]) # while their bodies are burned ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାଜକମାନେ ପଶୁମାନଙ୍କ ଶରୀରକୁ ଦଗ୍ଧ କରିବା ସମୟରେ” (ଦେଖ: [[rc://*/ta/man/translate/figs-activepassive]]) # outside the camp ଲୋକମାନେ ବାସ କରୁଥିବା ଛାଉଣୀ ବାହାରେ