or_tn/heb/13/11.md

12 lines
1002 B
Markdown
Raw Permalink Normal View History

2020-11-19 00:15:53 +00:00
# the blood of the animals killed for sins is brought by the high priest into the holy place
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାଜକମାନେ ପାପ ନିମନ୍ତେ ବଧ କରିଥିବା ପଶୁଗୁଡିକର ରକ୍ତକୁ ମହାଯାଜକ ପବିତ୍ରସ୍ଥାନ ମଧ୍ୟକୁ ଆଣନ୍ତି” (ଦେଖ: [[rc://*/ta/man/translate/figs-activepassive]])
# while their bodies are burned
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାଜକମାନେ ପଶୁମାନଙ୍କ ଶରୀରକୁ ଦଗ୍ଧ କରିବା ସମୟରେ” (ଦେଖ: [[rc://*/ta/man/translate/figs-activepassive]])
# outside the camp
ଲୋକମାନେ ବାସ କରୁଥିବା ଛାଉଣୀ ବାହାରେ