# Connecting Statement: ଏଠାରେ ଯୀଶୁଙ୍କର ବଳିଦାନ ଓ ପୁରାତନ ନିୟମରେ ଥିବା ଆବାସ ତମ୍ବୁର ବଳିଦାନ ମଧ୍ୟରେ ଏକ ତୁଳନା କରାଯାଇଛି I # So ସେହି ପ୍ରକାରେ କିମ୍ବା “ଯେହେତୁ ଉତ୍ସର୍ଗ କରାଯାଇଥିବା ପଶୁମାନଙ୍କ ଶରୀରକୁ ଛାଉଣୀ ବାହାରେ ଦଗ୍ଧ କରାଯାଉଥିଲା” ([ଏବ୍ରୀ ୧୩:୧୧](../13/11.md)) # outside the city gate ଏହା “ନଗର ବାହାର”କୁ ବୁଝାଏ I