or_tn/heb/13/12.md

12 lines
664 B
Markdown

# Connecting Statement:
ଏଠାରେ ଯୀଶୁଙ୍କର ବଳିଦାନ ଓ ପୁରାତନ ନିୟମରେ ଥିବା ଆବାସ ତମ୍ବୁର ବଳିଦାନ ମଧ୍ୟରେ ଏକ ତୁଳନା କରାଯାଇଛି I
# So
ସେହି ପ୍ରକାରେ କିମ୍ବା “ଯେହେତୁ ଉତ୍ସର୍ଗ କରାଯାଇଥିବା ପଶୁମାନଙ୍କ ଶରୀରକୁ ଛାଉଣୀ ବାହାରେ ଦଗ୍ଧ କରାଯାଉଥିଲା” ([ଏବ୍ରୀ ୧୩:୧୧](../13/11.md))
# outside the city gate
ଏହା “ନଗର ବାହାର”କୁ ବୁଝାଏ I