or_tn/heb/13/07.md

12 lines
895 B
Markdown

# God's word
ଯାହା ଈଶ୍ବର କହିଛନ୍ତି
# the result of their conduct
ସେମାନଙ୍କ ବ୍ୟବହାରର ପରିଣାମ
# Imitate their faith
ଏଠାରେ ଈଶ୍ବରଙ୍କଠାରେ ଭରସା କରିବା ଏବଂ ସେମାନଙ୍କ ଜୀବନଧାରାକୁ କିପରି ଏହି ଅଧକ୍ଷମାନେ ପରିଚାଳିତ କଲେ ତାହାକୁ “ସେମାନଙ୍କର ବିଶ୍ବାସ” ବୋଲି କୁହାଯାଏ I ଅନ୍ୟଏକ ଅନୁବାଦରେ: “ସେମାନେ ଯେ ପ୍ରକାରେ କରୁଥିଲେ ସେହି ପ୍ରକାରେ ତୁମ୍ଭେମାନେ ଈଶ୍ବରଙ୍କଠାରେ ଭରସା କରି ତାହାଙ୍କର ବାଧ୍ୟ ହୁଅ” (ଦେଖ: [[rc://*/ta/man/translate/figs-metonymy]])