# God's word ଯାହା ଈଶ୍ବର କହିଛନ୍ତି # the result of their conduct ସେମାନଙ୍କ ବ୍ୟବହାରର ପରିଣାମ # Imitate their faith ଏଠାରେ ଈଶ୍ବରଙ୍କଠାରେ ଭରସା କରିବା ଏବଂ ସେମାନଙ୍କ ଜୀବନଧାରାକୁ କିପରି ଏହି ଅଧକ୍ଷମାନେ ପରିଚାଳିତ କଲେ ତାହାକୁ “ସେମାନଙ୍କର ବିଶ୍ବାସ” ବୋଲି କୁହାଯାଏ I ଅନ୍ୟଏକ ଅନୁବାଦରେ: “ସେମାନେ ଯେ ପ୍ରକାରେ କରୁଥିଲେ ସେହି ପ୍ରକାରେ ତୁମ୍ଭେମାନେ ଈଶ୍ବରଙ୍କଠାରେ ଭରସା କରି ତାହାଙ୍କର ବାଧ୍ୟ ହୁଅ” (ଦେଖ: [[rc://*/ta/man/translate/figs-metonymy]])