or_tn/heb/13/07.md

895 B

God's word

ଯାହା ଈଶ୍ବର କହିଛନ୍ତି

the result of their conduct

ସେମାନଙ୍କ ବ୍ୟବହାରର ପରିଣାମ

Imitate their faith

ଏଠାରେ ଈଶ୍ବରଙ୍କଠାରେ ଭରସା କରିବା ଏବଂ ସେମାନଙ୍କ ଜୀବନଧାରାକୁ କିପରି ଏହି ଅଧକ୍ଷମାନେ ପରିଚାଳିତ କଲେ ତାହାକୁ “ସେମାନଙ୍କର ବିଶ୍ବାସ” ବୋଲି କୁହାଯାଏ I ଅନ୍ୟଏକ ଅନୁବାଦରେ: “ସେମାନେ ଯେ ପ୍ରକାରେ କରୁଥିଲେ ସେହି ପ୍ରକାରେ ତୁମ୍ଭେମାନେ ଈଶ୍ବରଙ୍କଠାରେ ଭରସା କରି ତାହାଙ୍କର ବାଧ୍ୟ ହୁଅ” (ଦେଖ: rc://*/ta/man/translate/figs-metonymy)