or_tn/heb/09/15.md

24 lines
2.4 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# For this reason
ଫଳସ୍ବରୂପ କିମ୍ବା “ଏଥି ସକାଶୁ”
# he is the mediator of a new covenant
ଏହାର ଅର୍ଥ ଯେ ଖ୍ରୀଷ୍ଟ ଈଶ୍ବର ଓ ମନୁଷ୍ୟମାନଙ୍କ ମଧ୍ୟରେ ନୂତନ ନିୟମକୁ ସ୍ଥାପନ କରାଇଲେ I
# first covenant
ଦେଖ [ଏବ୍ରୀ ୮:୭](../08/07.md)ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ I
# to free those under the first covenant from their sins
ସେମାନଙ୍କ ପାପଭାର ବହନ କରିବା ନିମନ୍ତେ ଯେଉଁମାନେ ପ୍ରଥମ ନିୟମ ଅଧିନରେ ଥିଲେ I ସମ୍ଭାବିତ ଅର୍ଥ ଗୁଡିକ ୧) ଏଠାରେ “ସେମାନଙ୍କ ପାପ” ସେମାନଙ୍କ ପାପର ଦୋଷ ନିମନ୍ତେ ଏକ ରୂପକ ଅଟେ I ଅନ୍ୟଏକ ଅନୁବାଦରେ; “ସେମାନଙ୍କ ଦୋଷ ବହନ କରିବା ନିମନ୍ତେ ଯେଉଁମାନେ ପ୍ରଥମ ନିୟମ ଅଧିନରେ ଥିଲେ” ) ଏଠାରେ “ସେମାନଙ୍କ ପାପ” ସେମାନଙ୍କ ପାପର ଦଣ୍ଡ ନିମନ୍ତେ ଏକ ରୂପକ ଅଟେ I ଅନ୍ୟଏକ ଅନୁବାଦରେ; “ସେମାନଙ୍କ ପାପ ନିମନ୍ତେ ଦଣ୍ଡ ବହନ କରିବା ନିମନ୍ତେ ଯେଉଁମାନେ ପ୍ରଥମ ନିୟମ ଅଧିନରେ ଥିଲେ” (ଦେଖ: [[rc://*/ta/man/translate/figs-metonymy]])
# those who are called
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କୁ ଈଶ୍ବର ଆପଣା ସନ୍ତାନ ହେବା ନିମନ୍ତେ ମନୋନୀତ କରି ଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# inheritance
ଈଶ୍ବର ବିଶ୍ବାସୀମାନଙ୍କୁ ପ୍ରତିଜ୍ଞା କରିଥିବା ବିଷୟ ପ୍ରାପ୍ତହେବା ସମ୍ବନ୍ଧରେ କୁହାଯାଏ ଯେପରି ଏହା ପରିବାରର ଜଣେ ସଦସ୍ୟଙ୍କଠାରୁ ଧନସମ୍ପତ୍ତି ଅଧିକାର କରିବା I (ଦେଖ: [[rc://*/ta/man/translate/figs-metaphor]])